Digital Self-Enumeration ଆରମ୍ଭ ହୋଇଯାଇଛି 1 ଏପ୍ରିଲ୍ 2026ରୁ 15 ଏପ୍ରିଲ୍ 2026 ପର୍ଯ୍ୟନ୍ତ। https://se.census.gov.in portal ମାଧ୍ୟମରେ ଆପଣଙ୍କ ସଠିକ୍ ବିବରଣୀ ପ୍ରଦାନ କରିବାକୁ ଅନୁରୋଧ। – Odisha Government।
Jan Seva Digital Point, ବ୍ରହ୍ମବରଦାରେ ଆମେ ଏହି Census Self-Enumeration process ପାଇଁ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରୁଛୁ। ଯଦି ଆପଣ se.census.gov.in portal ରେ registration, form ଭରଣ, document upload, କିମ୍ବା verification ରେ ସମସ୍ୟାରେ ଅଛନ୍ତି, ତେବେ ଆମେ step-by-step ସହାୟତା କରିବା।
Census Self-Enumeration କ’ଣ?
Digital Self-Enumeration ହେଉଛି India Census 2026ର ଏକ ଆଧୁନିକ ଅଂଶ। ଏହା ମାଧ୍ୟମରେ ନାଗରିକମାନେ ନିଜ ନିଜ mobile/computer ରୁ ନିଜ ବିବରଣୀ (name, age, address, family details, occupation, education, migration status ଆଦି) ସର୍ଭେ ପୋର୍ଟାଲ୍ରେ submit କରିପାରନ୍ତି। ଏହା ସମୟ ସଞ୍ଚୟ କରେ ଏବଂ data accuracy ବଢ଼ାଏ।
Important Dates:
Start: 1 April 2026
End: 15 April 2026
Portal: https://se.census.gov.in
Jan Seva Digital Pointରେ କଣ ସହାୟତା ମିଳେ?
Portal Registration – mobile number/email ସହ ନୂତନ account କରା
- Form Filling – family details, personal information, address proof
- Document Upload – Aadhaar, voter ID, ration card ଆଦି scan/upload
- Verification – OTP, biometric (ଯଦି ଆବଶ୍ୟକ ହୁଏ)
- Print Receipt – confirmation printout
- Multiple Family Members – ଏକକାଳୀନ ଡାଟା ଏଣ୍ଟ୍ରି
କାହିଁକି ସଠିକ୍ information ଦେବା ଜରୁରୀ?
- Government schemes (PDS, pension, scholarships) ପାଇଁ accurate data
- Voter list, Aadhaar, ration card update
- Future government planning (schools, hospitals, jobs)
- Wrong information ଦେଲେ schemes ରୁ benefit ମିଳିବ ନାହିଁ
ଆମ ଠିକଣା
Jan Seva Digital Point
📍 Medical Road, Chandpur, Brahmabarada, Jajpur 755005
ନିକଟତମ: ହସ୍ପିଟାଲ୍ ପାଖ
ଏହା ବିସାୟରେ ପଢ | Passport Services in Brahmabarada | Jan Seva Digital Point
FAQ
୧. Census Self-Enumeration କେଉଁ ଲୋକ କରିବେ?
ସମସ୍ତ Indian citizen (0-100+ years) ନିଜ କିମ୍ବା family head କରିପାରେ।
୨. କେବଳ mobile/computer ଥିଲେ ହୋଇଯିବ?
ହଁ, internet connection ଥିଲେ portal ଖୋଲି form ଭରିପାରିବେ।
୩. Jan Seva Digital Point ରେ କି ଚାର୍ଜ୍?
₹20-50 per family (service time ଅନୁଯାୟୀ)।